Chapter 2ମନେ ପଡେ ସ୍କୁଲ ଦିନ କଥା ମନେ ପଡେ ଆଜି ମନେ ପଡେ କେତେ ଯେ ଅଭୁଲା ସ୍ମୃତି କ୍ଲାସ୍ ରେ ଆମେ ପଢ଼ିବା ସମୟେ କରୁଥିଲେ ସାଙ୍ଗ ମସ୍ତି ଭୁଲି ହଉ ନାହିଁ ଆଜି ସେ ଯେଉଁ ଅଭୁଲା ସ୍ମୃତି ସେ ଯେଉଁ ଅଭୁଲା ସ୍ମୃତି @ଜୀବନ ଜ୍ୟୋତି ପଣ୍ଡା ← Previous chapter2 / 2