Skip to content
ShayariBooksA home for words.
J
Shayari Books writer

Jibanjyoti Panda

Odisha

Angeswara para nodal high school Sri jagannth mohabidyalaya

9 published pieces0 followers0 following Log in to follow
Writer’s notebook

The writing of Jibanjyoti Panda

Thoughts, feelings and moments shared with the community.

Share your writing ↗
9 piecesLatest published writing · Page 1
Sad Shayari
ଜୀବନ ରେ ଆଉ ଦେଖା ବି ହବନି ଏଇ ଆମ ଶେଷ ଦେଖା ଶେଷ କଥା କିଛି କହିବାର ଥିଲା ବଞ୍ଚିବାକୁ ନାହିଁ ଆଶା © ଜୀବନ ଜ୍ୟୋତି ପଣ୍ଡା
Love Shayari
ଏକା ଏକା ଆଉ ଭଲ ଲାଗୁନାହିଁ ତୁମ ବିନା କିଛି ମୋତେ ଭାବି ମୁଁ ନଥିଲି କେହି ଜଣେ ମୋତେ ଭଲତ ପାଇବ ଏତେ ©ଜୀବନ ଜ୍ୟୋତି ପଣ୍ଡା
Love Shayari
ଜୀବନ ରେ ବଞ୍ଚିବାକୁ ଆଖି କୁ ନୁହେଁ ଆଖିର ଦେଖା କୁ ଭରସା କରିବାକୁ ହୁଏ ମୋତେ ବଞ୍ଚିବାକୁ କାହାର ବି ନୁହେଁ କେବଳ ତୋର ଦରକାର ଅଛି ©ଜୀବନ ଜ୍ୟୋତି ପଣ୍ଡା
Sad Shayari
ମେଘ କୁ ମାଗିଲି ବରଷା ଟିକିଏ ତୁମକୁ ମାଗିଲି ମନ ମେଘ ଢାଳି ଦେଲା ବରଷା ଅସରା ଃହେଲେ ତୁମେ ଦେଲ୍ ନାହିଁ ମନ। ©ଜୀବନ ଜ୍ୟୋତି ପଣ୍ଡା
Sad Shayari
ମେଘ କୁ ମାଗିଲି ବରଷା ଟିକିଏ ତୁମକୁ ମାଗିଲି ମନ ମେଘ ଢାଳି ଦେଲା ବରଷା ଅସରା ଃହେଲେ ତୁମେ ଦେଲ୍ ନାହିଁ ମନ
Sad Shayari
ଜଳି ଜଳି ଲିଭାଇବାକୁ ବସିଲାଣି ଆଜି କେତେ ଆଉ ମୋତେ ଜଳିବ ନିଜେ ଥରେ ଜଳି ଦେଖି ଯନ୍ତ୍ରଣା କେତେ ଜାଣିବ ®ଜୀବନ ଜ୍ୟୋତି ପଣ୍ଡା
Love Shayari
ଶ୍ରାବଣ ଧାରାରେ ଭାଷି ଜାଉଥିଲା ମୋ ମନ ର କେତେ କଥା ତୁମେ ଯଦି ପ୍ରିଆ ଧୋକା ଦିଅ ମୋତେ ତୁଟି ଯିବ ସବୁ ବେଥା ®- ଜୀବନ ଜୋତି ପଣ୍ଡା

Your voice belongs here.

Share a thought, a poem or a story with the community.

Start writing ↗