Skip to content
ShayariBooksA home for words.
J
Shayari Books writer

Jibanjyoti Panda

Odisha

Angeswara para nodal high school Sri jagannth mohabidyalaya

3 published pieces0 followers0 following Log in to follow
Writer’s notebook

The writing of Jibanjyoti Panda

Thoughts, feelings and moments shared with the community.

Share your writing ↗
3 piecesLatest published writing · Page 1
Love Shayari
ଏକା ଏକା ଆଉ ଭଲ ଲାଗୁନାହିଁ ତୁମ ବିନା କିଛି ମୋତେ ଭାବି ମୁଁ ନଥିଲି କେହି ଜଣେ ମୋତେ ଭଲତ ପାଇବ ଏତେ ©ଜୀବନ ଜ୍ୟୋତି ପଣ୍ଡା
Love Shayari
ଜୀବନ ରେ ବଞ୍ଚିବାକୁ ଆଖି କୁ ନୁହେଁ ଆଖିର ଦେଖା କୁ ଭରସା କରିବାକୁ ହୁଏ ମୋତେ ବଞ୍ଚିବାକୁ କାହାର ବି ନୁହେଁ କେବଳ ତୋର ଦରକାର ଅଛି ©ଜୀବନ ଜ୍ୟୋତି ପଣ୍ଡା
Love Shayari
ଶ୍ରାବଣ ଧାରାରେ ଭାଷି ଜାଉଥିଲା ମୋ ମନ ର କେତେ କଥା ତୁମେ ଯଦି ପ୍ରିଆ ଧୋକା ଦିଅ ମୋତେ ତୁଟି ଯିବ ସବୁ ବେଥା ®- ଜୀବନ ଜୋତି ପଣ୍ଡା

Your voice belongs here.

Share a thought, a poem or a story with the community.

Start writing ↗