ଜୀବନ ରେ ଆଉ ଦେଖା ବି ହବନି
ଏଇ ଆମ ଶେଷ ଦେଖା
ଶେଷ କଥା କିଛି କହିବାର ଥିଲା
ବଞ୍ଚିବାକୁ ନାହିଁ ଆଶା
© ଜୀବନ ଜ୍ୟୋତି ପଣ୍ଡା
Writer’s notebook
Share your writing ↗The writing of Jibanjyoti Panda
Thoughts, feelings and moments shared with the community.
ମେଘ କୁ ମାଗିଲି ବରଷା ଟିକିଏ
ତୁମକୁ ମାଗିଲି ମନ
ମେଘ ଢାଳି ଦେଲା ବରଷା ଅସରା
ଃହେଲେ ତୁମେ ଦେଲ୍ ନାହିଁ ମନ।
©ଜୀବନ ଜ୍ୟୋତି ପଣ୍ଡା
ମେଘ କୁ ମାଗିଲି ବରଷା ଟିକିଏ
ତୁମକୁ ମାଗିଲି ମନ
ମେଘ ଢାଳି ଦେଲା ବରଷା ଅସରା
ଃହେଲେ ତୁମେ ଦେଲ୍ ନାହିଁ ମନ
ଜଳି ଜଳି ଲିଭାଇବାକୁ ବସିଲାଣି ଆଜି
କେତେ ଆଉ ମୋତେ ଜଳିବ
ନିଜେ ଥରେ ଜଳି ଦେଖି
ଯନ୍ତ୍ରଣା କେତେ ଜାଣିବ
®ଜୀବନ ଜ୍ୟୋତି ପଣ୍ଡା
Your voice belongs here.
Share a thought, a poem or a story with the community.
Start writing ↗