ଜୀବନ ରେ ଆଉ ଦେଖା ବି ହବନି ଏଇ ଆମ ଶେଷ ଦେଖା ଶେଷ କଥା କିଛି କହିବାର ଥିଲା ବଞ୍ଚିବାକୁ ନାହିଁ ଆଶା © ଜୀବନ ଜ୍ୟୋତି ପଣ୍ଡା
ଏକା ଏକା ଆଉ ଭଲ ଲାଗୁନାହିଁ ତୁମ ବିନା କିଛି ମୋତେ ଭାବି ମୁଁ ନଥିଲି କେହି ଜଣେ ମୋତେ ଭଲତ ପାଇବ ଏତେ ©ଜୀବନ ଜ୍ୟୋତି ପଣ୍ଡା
ଜୀବନ ରେ ବଞ୍ଚିବାକୁ ଆଖି କୁ ନୁହେଁ ଆଖିର ଦେଖା କୁ ଭରସା କରିବାକୁ ହୁଏ ମୋତେ ବଞ୍ଚିବାକୁ କାହାର ବି ନୁହେଁ କେବଳ ତୋର ଦରକାର ଅଛି ©ଜୀବନ ଜ୍ୟୋତି ପଣ୍ଡା
ମେଘ କୁ ମାଗିଲି ବରଷା ଟିକିଏ ତୁମକୁ ମାଗିଲି ମନ ମେଘ ଢାଳି ଦେଲା ବରଷା ଅସରା ଃହେଲେ ତୁମେ ଦେଲ୍ ନାହିଁ ମନ। ©ଜୀବନ ଜ୍ୟୋତି ପଣ୍ଡା
ମେଘ କୁ ମାଗିଲି ବରଷା ଟିକିଏ ତୁମକୁ ମାଗିଲି ମନ ମେଘ ଢାଳି ଦେଲା ବରଷା ଅସରା ଃହେଲେ ତୁମେ ଦେଲ୍ ନାହିଁ ମନ
ଜଳି ଜଳି ଲିଭାଇବାକୁ ବସିଲାଣି ଆଜି କେତେ ଆଉ ମୋତେ ଜଳିବ ନିଜେ ଥରେ ଜଳି ଦେଖି ଯନ୍ତ୍ରଣା କେତେ ଜାଣିବ ®ଜୀବନ ଜ୍ୟୋତି ପଣ୍ଡା
ଦୁନିଆ ରେ ସବୁ କିଛି ସମ୍ପର୍କ ଫିକ ପଡି ଯାଏ ଭାଇ ଭଉଣୀ ଆଗରେ ® ତନ୍ମୟ ପଣ୍ଡା
ଶ୍ରାବଣ ଧାରାରେ ଭାଷି ଜାଉଥିଲା ମୋ ମନ ର କେତେ କଥା ତୁମେ ଯଦି ପ୍ରିଆ ଧୋକା ଦିଅ ମୋତେ ତୁଟି ଯିବ ସବୁ ବେଥା ®- ଜୀବନ ଜୋତି ପଣ୍ଡା
Good night
Please Login or Sign Up to write your book.